#ଡାକ୍ତର #ଓଡ଼ିଆ #ବାଲେଶ୍ୱରିଆ #ହିନ୍ଦୁ #ଖୁସମିଜାଜୀ #ଆପଣଙ୍କ_ବନ୍ଧୁ #ଝଗଡା_କରନ୍ତୁନି #ଶାଳୀନତା_ରଖନ୍ତୁ #ହସ_ବାଣ୍ଟନ୍ତୁ #ଜୟଜଗନ୍ନାଥ🙏 एको अहं,द्वितीयो नास्ति,न भूतो न भविष्यति

Bharat
ଟ୍ୱିଟରରେ ଲୋକସମ୍ପର୍କ ସ୍ଥାପନ କରନ୍ତୁ...ଖୁସି ବାଣ୍ଟନ୍ତୁ | ଯଦି ଆପଣଙ୍କୁ କେହି ଭଲ ନ ଲାଗୁଛି, mute/block/ignore କରି ଆଗେଇ ଚାଲନ୍ତୁ | ଅଯଥା Msg କରି ଖରାପ ଭାଷାରେ ଗାଳିଗୁଲଜ କରନ୍ତୁ ନାହିଁ | ନିଜର ଶାଳୀନତା ରକ୍ଷା କରନ୍ତୁ | ବଡ଼ମାନଙ୍କୁ ସମ୍ମାନ କରନ୍ତୁ, ସାନମାନଙ୍କୁ ଭଲପାଆନ୍ତୁ😊🙏 #ସାମ୍ପ୍ରତିକୀ #ମୋ_ମତ #HappyLife
80
46
757
ପୂଜା ଅନ୍ତେ ରାମେଶ୍ୱର ମନ୍ଦିରରେ ପ୍ରସାଦ ସେବନ 🙏🏻 #ବିଜୟାଦଶମୀ
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻 #ବିଜୟାଦଶମୀ_୨୦୨୬
33
467
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻 #ବିଜୟାଦଶମୀ_୨୦୨୬
3
1
14
715
ଅକାଳ ବୋଧନୀ ମା' 🙏🏻
2
41
ଯିଏ ଯିଏ କାଲି "ନିଜ ଭିତରର ରାବଣ"କୁ ପୋଡ଼ିଛନ୍ତି, ସେମାନେ ଆଜି ସକାଳୁ "ଅଗି ଶୀତଳିବାକୁ" ଗଲଣି ନା ନାହିଁ 🫣🥹 #ବିଜୟାଦଶମୀ #Dusshera2026
ଆଜିକାଲି ଆଉ କେହି "ନିଜ ଭିତରର ରାବଣ"କୁ ମାରୁନାହାନ୍ତି ବୋଧେ !! ସକାଳୁ ଠୁ କାହିଁ ସେଇସବୁ ମେସେଜ ଆସିନି 🥲 #ବିଜୟାଦଶମୀ #ଦଶହରା
5
17
661
ଦଶହରା ଛୁଟିର ପଇସା ଉଠିଲା… “ମେଦିନୀଶିଳା ଜଳପ୍ରପାତ”🤗 ନୀଳଗିରି-କପ୍ତିପଦା ରାସ୍ତାରେ ଛତ୍ରପୁର ଛକରୁ ବାମପଟେ କିଛି ଦୂର ଗଲେ ବାରାଖେଦା ଗାଁ ମୁଣ୍ଡରେ ପଡ଼ିବ ଏଇ ସୁନ୍ଦର ଛୋଟିଆ ଜଳପ୍ରପାତଟି । ଗାଧେଇବା/ବଣଭୋଜି କରିବାରେ ଅସଲ ମଜା ଆସିବ । ଉପର ଚଚରାରେ ଗାଧେଇବା ମଜା ଆହୁରି ଅଲଗା 😎 Sorry for the U/A Picture😂🙏🏻
ସକାଳ ୮ ଟା ରେ ଜଙ୍ଗଲ ଟ୍ରେକ କରି ଝରଣା ର ନିର୍ମଳ ପାଣିରେ ମୁହଁ ଧୋଇବା ଇଜ୍ ଲବ୍ 🥰 📍ବ୍ରାହ୍ମଣୀ ଜଳପ୍ରପାତ (Brahmani Waterfall), ଡେଇଁଚଖାଲ, ବାବନ୍ଧ, ସିଆଡ଼ିମାଳ, ପୋଡ଼ାଶୂଳ, ନୀଳଗିରି, ବାଲେଶ୍ବର
5
44
1,105
Nature at it’s Best 👌🏻😍
1
68
ବହୁତ କମ୍ ପାଦଚଲା ଲୋକ ଏମିତି ଫାଟକ ପାଖେ ଅଟକନ୍ତି ! #CivicSense
6
76
1,580
ୱାର୍କ ଫ୍ରମ୍ ହୋମ୍ 🤭 ଆମକୁ ବି ଏମିତିକା ସୁଯୋଗ ମିଳିବା କଥା ଘରୁ ଥାଇ ରୋଗୀ ଦେଖିବାକୁ 🫣😂
President of Cameroon, the 93-year-old Paul Biya, is expected to visit Cameroon next week! He will have a two-week working trip before returning to Geneva, Switzerland, where he lives.
3
10
674
ବିକଶିତ ଓଡ଼ିଶା ... 🫡👏🏻
ଗ୍ରାଜୁଏସନ୍ ପରେ କନ୍ୟା ସୁମଙ୍ଗଳ ଯୋଜନାରେ ଝିଅ ପିଲାଙ୍କୁ ତାଙ୍କର ଭବିଷ୍ୟତ ଗଠନ ପାଇଁ ମିଳିବ ଲକ୍ଷେ ଟଙ୍କା । #OdishaNews #KanyaSumangalYojana #GirlsEducation #FinancialAssistance #HigherEducation #WomenEmpowerment #GovernmentScheme #EducationNews #KanyaSumangalYojana_Girls #OTV
9
313
We call on France to exercise restraint when dispersing the freedom fighters on the streets of Paris. These brave warriors for justice must receive immediate humanitarian aid, and their safety must be guaranteed in accordance with international law. Failure to comply will leave us no choice but to bring a case before the ICJ, in close cooperation with that renowned champion of human rights, Afghanistan.
1
5
214
🌺🙏ଜୟ ମାଁ ମାଣିକେଶ୍ବରୀ🙏🌺 କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପବିତ୍ର "ଛତର ଯାତ୍ରା" ଅବସରରେ ସମସ୍ତଙ୍କ ଜୀବନ ମା'ଙ୍କ ଆଶୀର୍ବାଦରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ। ମା'ଙ୍କ କରୁଣାର ଛତ୍ରଛାୟା ସଦା ସମସ୍ତଙ୍କ ଉପରେ ରହୁ। ପବିତ୍ର ଛତର ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା💐🙏 #ଛତରଯାତ୍ରା
ମା' ର ଛତର.... 🙏 ଜୟ ମାଁ ମାଣିକେଶ୍ବରୀ...🙏🙏 ସକାଳୁ ଆସି ଦୀର୍ଘ ୫-୬ ଘଣ୍ଟାର ଅପେକ୍ଷା ପରେ ମା'ଙ୍କ ଛତର ର ଦର୍ଶନଲାଭ କରିବାର ସୁଯୋଗ ମିଳିଲା 🙏 #ଛତରଯାତ୍ରା_୨୦୨୨ #KalahandiDiaries
2
36
514
ନୂଆ ଚାକିରୀଆ ସାନଭଉଣୀଠୁ ଦଶରା' ଖର୍ଚ୍ଚ ମିଳିଲା 🤭 Kya Karoon mein itne dhanrashi kaa🥹 #DurgaPujaFestival2026
7
27
2,058
ଗାଁ ଡାକ୍ତର👨‍⚕️💉💊 retweeted
ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ଶ୍ରୀ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ। ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି। ଆଶା, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଟିକେ ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ; ଯାହା ଦ୍ୱାରା ସେ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ। #Odisha @rashtrapatibhvn @narendramodi
234
515
2,444
162,618
ଗାଁ ଡାକ୍ତର👨‍⚕️💉💊 retweeted
Showing up each and every day despite of the weather conditions is not an easy task... Congratulations Daktar bu for achieving this... 🥳🥳🥳🎉🎉🎉 Glad to be someone who has seen the journey from Day 1 to 100 😁😁😁
100 days of #RozanaEkGhanta Thank you everyone for your efforts behind me 🙏🏻🥰 @lokipalauri is an inspiration❤️ @quotesbylipsa @tapasr10 bhai need special mention for their constant motivation🤭 P.S -We don’t hv such sophisticated AI generated badminton court😂😂
1
2
8
681
ଗାଁ ଡାକ୍ତର👨‍⚕️💉💊 retweeted
Finally you’ve made it bhai 👏🏽 So happy for you and equally proud of what you’ve achieved. You’ve broken the barrier (which was largely a mental one) and this is just the beginning🙌🏽 Onwards and upwards✊🏽
1
1
7
230
100 days of #RozanaEkGhanta Thank you everyone for your efforts behind me 🙏🏻🥰 @lokipalauri is an inspiration❤️ @quotesbylipsa @tapasr10 bhai need special mention for their constant motivation🤭 P.S -We don’t hv such sophisticated AI generated badminton court😂😂
10
2
66
2,131
ଗାଁ ଡାକ୍ତର👨‍⚕️💉💊 retweeted
We have proved that #CarrymeBack at Kedarnath is a success In last four days we have transported 680kgs of waste to the foothill Now it’s time to replicate it across famous high altitude pilgrimages and trek routes ? We can’t do it every where but we can teach you how 🙏🏻
63
383
1,697
53,318
ଗାଁ ଡାକ୍ତର👨‍⚕️💉💊 retweeted
Congress jokers trolling me as a Nepo Kid 😂 Pretty rich coming from a party where Nehru’s daughter’s son’s kid is your leader 🤦‍♂️
514
3,155
24,651
1,289,272
ଗାଁ ଡାକ୍ତର👨‍⚕️💉💊 retweeted
The better India 🇮🇳! Babeijoda in Odisha has stayed clean, litter-free and plastic-free for last 15 years thanks to a strong community spirit. Why not we take this as a mission in every village and every city? Thanks @hvgoenka
17
463
1,941
68,656
Not a brand promotion, but this new 5 assorted flavour combinations of ORS tastes just Awesome 😘😍 #ORS
16
5
71
2,069