This is the official twitter handle of MS&ME Department, Government of Odisha.

Bhubaneshwar, India
A Vendor Development Program on Filigree Works was organised by @cttcbbsr in collaboration with @OASME_Odisha at Cuttack. The aim was to strengthen market linkages for #KatakiaTarakashi artisans, enabling better market access and unlocking rewarding value for their craftsmanship.
1
2
4
462
ଆପଣଙ୍କ ଉତ୍ପାଦକୁ ଏବେ ସ୍ଥାନୀୟ ବଜାରରୁ ବିଶ୍ୱ ବଜାରକୁ ନେବାର ସମୟ ଆସିଯାଇଛି। #Zed ପ୍ରମାଣପତ୍ର ସହିତ ନିଜ ଉତ୍ପାଦର ଗୁଣବତ୍ତା ନିଶ୍ଚିତ କରନ୍ତୁ। ସରକାରଙ୍କ ପକ୍ଷରୁ ଆପଣଙ୍କ ପାଇଁ ରହିଛି ଆକର୍ଷଣୀୟ ରିହାତି। ଆଜି ହିଁ ନିଅନ୍ତୁ Zed Pledge! zed.msme.gov.in #ZeroDefectZeroEffect #MakeInOdisha #OdishaMSME
8
1,032
ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ! ସରକାରୀ ସବ୍‌ସିଡି ସହାୟତାରେ ଆଜି ହିଁ ଗଢ଼ନ୍ତୁ ନିଜର ସଫଳ ଖାଦ୍ୟ ଉଦ୍ୟୋଗ। ସ୍ୱପ୍ନକୁ ସାକାର କରନ୍ତୁ, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରନ୍ତୁ। #OdishaFoodProcessingPolicy #MSMEOdisha #VocalForLocal
2
4
395
Register your enterprise with DEP&M to access Rate Contracts, participate in Government procurement, and avail Testing and Inspection support. 👉 Register now: depmodisha.nic.in/user/login #DEPMOdisha #MSMEOdisha #ExprotPromotion #GovernmentProcurement #RateContract @CMO_Odisha
1
5
105
ଜିଲ୍ଲାକୁ ରପ୍ତାନି ହବ୍‌ ଭାବେ ବିକଶିତ କରିବାର ଲକ୍ଷ୍ୟ! ରପ୍ତାନି ସଚେତନତା ଓ ଦକ୍ଷତା ବିକାଶ ଶିବିର ଦ୍ୱାରା ଉଦ୍ୟୋଗୀମାନଙ୍କୁ ଇ-କମର୍ସ ପ୍ଲାଟଫର୍ମରେ ସାମିଲ କରିବା ନିମନ୍ତେ କଟକଠାରେ @DEPM_Odisha ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। #OdishaExportPolicy #MSMEOdisha #MakeInOdisha
1
1
5
629
ଏହି କାର୍ଯ୍ୟକ୍ରମରେ ରପ୍ତାନି ପ୍ରୋତ୍ସାହନ, ମାନଦଣ୍ଡ, ଲଜିଷ୍ଟିକ୍ସ୍, ଡାକସେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏଥିସହିତ ଉଦ୍ୟୋଗୀମାନଙ୍କୁ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ନିଜ ଉତ୍ପାଦକୁ ବିସ୍ତୃତ ବଜାରରେ ପହଞ୍ଚାଇବା, ନୂତନ ବଜାର ସହ ଯୋଡ଼ିହେବା ଏବଂ ରପ୍ତାନି ସୁଯୋଗର ସଦୁପଯୋଗ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।
1
100
MS&ME Odisha retweeted
ପାରମ୍ପରିକ କାରିଗର ଓ ଶିଳ୍ପୀଙ୍କ ଦକ୍ଷତାକୁ ସମ୍ମାନ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବାରେ ପିଏମ୍ ବିଶ୍ୱକର୍ମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ପାରମ୍ପରିକ କୌଶଳକୁ ଆଧୁନିକ ବଜାର ସହ ଯୋଡ଼ି ଆତ୍ମନିର୍ଭରତାର ନୂଆ ସୁଯୋଗ ସୃଷ୍ଟି ହେଉଛି ।
6
7
33
3,427
ଭାରତର ପାରମ୍ପରିକ କାରିଗର ଓ ଶ୍ରମିକମାନଙ୍କ ଦକ୍ଷତାକୁ ନୂଆ ପରିଚୟ ଦେଇଥିବା 'ପିଏମ୍ ବିଶ୍ୱକର୍ମା ଯୋଜନା' ଆଜି ସଫଳତାର ସହ ୩ ବର୍ଷ ପୂରଣ କରିଛି। ପ୍ରଶିକ୍ଷଣରୁ ପ୍ରଯୁକ୍ତି ଏବଂ ଆର୍ଥିକ ସମ୍ବଳରୁ ବଜାର ସଂଯୋଗ ଯାଏଁ, ପ୍ରତିଟି ସ୍ତରରେ ଆମ ବିଶ୍ୱକର୍ମାମାନେ ଆଜି ସଶକ୍ତ ଓ ଆତ୍ମନିର୍ଭର। #PMVishwakarma #3YearsOfPMVishwakarma
3
6
754
ସୃଷ୍ଟି, ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରତୀକ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା। ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦ ଆମ ଯୁବପିଢ଼ି ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ନୂତନ ଉଦ୍ଭାବନର ପ୍ରେରଣା ଭରିଦେଉ। #VishwakarmaPuja
4
372
ନୂଆଁଖାଇ ଜୁହାର୍🙏 ପବିତ୍ର ନୂଆଁଖାଇ ଉପଲକ୍ଷେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #ନୂଆଁଖାଇଜୁହାର #NuakhaiJuhar
1
9
433
ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପବିତ୍ର ପୂଜା ଅବସରରେ ଓଡ଼ିଶାର ସମସ୍ତ କାରିଗର, ବ୍ୟବସାୟୀ ଓ ନବସୃଜନକାରୀ ଉଦ୍ୟୋଗୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ। ସିଦ୍ଧିଦାତାଙ୍କ କୃପାରୁ ଆପଣଙ୍କ ଉଦ୍ୟୋଗ ଆହୁରି ସୁଦୃଢ଼ ହେଉ ଏବଂ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁ। #GaneshChaturthi #MSMEDepartment
6
381
ଜିଲ୍ଲା ଶିଳ୍ପ କେନ୍ଦ୍ର, ସମ୍ବଲପୁର ସହଯୋଗରେ ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ‘ପିଏମ୍ ବିଶ୍ୱକର୍ମା’ (#PMVishwakarma) ସଚେତନତା ଶିବିରରେ ସ୍ଥାନୀୟ କାରିଗର ଓ ଶିଳ୍ପୀମାନଙ୍କୁ ଯୋଜନାର ବିଭିନ୍ନ ସୁବିଧା ଯଥା ବ୍ରାଣ୍ଡିଂ ଓ ବଜାର ସଂଯୋଗ (ମାର୍କେଟିଂ) ସମ୍ପର୍କରେ ଅବଗତ କରାଯାଇଛି। #MSMEOdisha #EmpoweringArtisans
1
4
615
ଅନ୍ୟପଟେ ହୀରାକୁଦଠାରେ ହିଣ୍ଡାଲ୍‌କୋ ସହଭାଗିତାରେ ସିଲେଇ ମେସିନ୍ ବଣ୍ଟନ କରାଯାଇ ପୋଷାକ ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ପାଇଁ ଜୀବିକାର ନୂତନ ଦିଗ ଉନ୍ମୋଚିତ ହୋଇଛି। ଏହା ଆମ ଦକ୍ଷ କାରିଗରଙ୍କ ମନରେ ଆତ୍ମବିଶ୍ୱାସ ଭରି ସେମାନଙ୍କୁ ଆତ୍ମନିର୍ଭର କରିବାର ଏକ ନିରନ୍ତର ପ୍ରଚେଷ୍ଟା। #𝖲𝗄𝗂𝗅𝗅𝖣𝖾𝗏𝖾𝗅𝗈𝗉𝗆𝖾𝗇𝗍
94
ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର 'ଓଡ଼ିଶା ଏମ୍ଏସ୍ଏମଇ ବିକାଶ ନୀତି' ଉଦ୍ୟୋଗୀଙ୍କୁ ଦେଇଛି ନୂତନ ଶକ୍ତି। ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ରାସ୍ତା ଏବେ ହୋଇଛି ସହଜ ଏବଂ ସୁଗମ। ଆପଣଙ୍କର ପ୍ରତିଟି ଉଦ୍ୟମରେ, ଓଡ଼ିଶା ସରକାର ସଦାସର୍ବଦା ଆପଣଙ୍କ ସାଥିରେ! #OdishaMSME #MakeInOdisha #AtmanirbharOdisha #VocalForLocal
1
7
564
MS&ME Odisha retweeted
କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ “ମୁଖ୍ୟମନ୍ତ୍ରୀ ଯୋଜନା – MSME ସୁଧ ଫେରସ୍ତ (CM-SRIM)” ଅଧୀନରେ 2025–26 ଦାବି ଅବଧି ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ Cash Credit (CC) ଋଣ ଉପରେ ପ୍ରଦାନ କରିଥିବା ସୁଧର ଫେରସ୍ତ ରାଶି ପ୍ରଦାନ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ, କୋରାପୁଟର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ୫ ଜଣ ଯୋଗ୍ୟ MSME ହିତାଧିକାରୀଙ୍କୁ ସୁଧ ଫେରସ୍ତ ରାଶି ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ MSME ଗୁଡ଼ିକର ଆର୍ଥିକ ସୁଦୃଢ଼ତା, କାର୍ଯ୍ୟକାରୀ ପୁଞ୍ଜିର ସୁବିଧା ଏବଂ ନିରନ୍ତର ବିକାଶରେ ସହାୟକ ହେବ। @CMO_Odisha @InvestInOdisha @MsmeDepartment @IPR_Odisha
3
10
416
Turn your business dreams into reality with #PMEGP! Become a job creator, not a job seeker. Take the leap towards self-reliance today! #OdishaMSME #Entrepreneurship #MakeInIndia #AtmanirbharBharat #VocalForLocal
1
10
866
MS&ME Odisha retweeted
ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହ MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ‘MSME Global Mart’ ପୋର୍ଟାଲରେ ‘ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ’ (ଇ-ପାଭିଲିୟନ)ର ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ODOP ସାମଗ୍ରୀ, GI-ଟ୍ୟାଗ୍ ପ୍ରାପ୍ତ ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଓ କାରିଗରୀ ଉଦ୍ୟୋଗଗୁଡ଼ିକୁ ମିଳିବ ଡିଜିଟାଲ୍ ପ୍ରଦର୍ଶନର ନୂଆ ମଞ୍ଚ। ଓଡ଼ିଶାର MSME ଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ବାଣିଜ୍ୟିକ ସୁଯୋଗ ପାଇବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଭାବନାକୁ ଆହୁରି ଗତି ମିଳିବ ।
2
7
25
6,925
ଆରମ୍ଭ ହୋଇସାରିଛି ଉଦ୍ୟୋଗୀଙ୍କୁ ନିରନ୍ତର ସଶକ୍ତ କରିବାର ପ୍ରୟାସ! ରାୟଗଡ଼ାସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର (DIC) ପରିସରରେ ଉଦ୍ୟୋଗୀତା ବିକାଶ ତାଲିମ (EDP Training)ର ଶୁଭ ଉଦ୍‌ଘାଟନ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ାଙ୍କ କରକମଳରେ ସମ୍ପନ୍ନ ହୋଇଛି। #msmeodisha #entrepreneurshipdevelopment #odisha #dicrayagada
1
7
1,170
ଆଗାମୀ ପିଢ଼ିଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ସହଯୋଗ ଯୋଗାଇ ଆତ୍ମନିର୍ଭରତା ଓ ନୂତନ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦିଗରେ ଏଭଳି ତାଲିମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। #MakeInOdisha
1
126