“ଭଲ ଗୋଟେ ମାତୃଭାଷା କିସ ହେବ ଭାଇ, ଚଳିଯାଉଅଛି କାମ ରୁଣ୍ଡାଇ ପୁଣ୍ଡାଇ” ~ ବ୍ୟାସକବି

Odisha, India
ବାଃ ବାଃ ରେ “ଓଡ଼ିଆ ଅସ୍ମିତା” ଦଳ
ପ୍ରଧାନ ମନ୍ତ୍ରୀ ବସିଯିବା ଟା ବୁଝି ହୋଉଛି, ସିଏ ଜାଣିନଥିବେ ଆମ ଜୟୀୟ ସଂଗୀତ ବିଷୟରେ। କିନ୍ତୁ ଓଡ଼ିଶା ର ନିଜ ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀଙ୍କୁ ନକଲ କରି ବସିଯିବାଟା ଦୁଃଖ ଦାୟକ। ଅମିତ୍ ସାହା କହିଲା ପରେ ଦୁହେଁ ଛିଡ଼ା ହେଲେ।
53
ତାମିଲ୍ ଶାସିତ ରାଜ୍ୟରୁ ମୁକ୍ତି ପାଇଲା “ଓଡ଼ିଆ ଅସ୍ମିତା”, ହେଲେ ଏବେ ଯେମିତି ମୋ ମାଟି ଦିଲ୍ଲୀ ଶାସିତ ରାଜ୍ୟ ନ ହେଇଯାଉ।
1
58
ଓଡ଼ିଆ - ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷା retweeted
ତଥ୍ୟ ଓ ତତ୍ତ୍ୱର ଉତ୍ତମ ସମାହାର #ଉତ୍କଳପ୍ରସଙ୍ଗ ଓଡ଼ିଶା ସରକାରଙ୍କ ମାସିକ ପତ୍ରିକା #UtkalaPrasanga @Culturedeptt @CMO_Odisha @OdiaLanguage #SujataPandian #OdiaMagazine
5
6
69
1,281
ଓଡ଼ିଆ - ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷା retweeted
ବିଶ୍ବ ଓଡିଆ ଭାଷା ସମ୍ମିଳନୀରେ ମାଣିକ ପାଟଣାର ଐତିହ୍ଯ। @arvindpadhee @CMO_Odisha @Culturedeptt @IPR_Odisha @MoSarkar5T @wolc2024 @OdiaLanguage
1
2
77
ଓଡ଼ିଆ - ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷା retweeted
ବହୁ ବିରଳ, ବହୁ ପ୍ରାଚୀନ ଖୁବ ଉପାଦେୟ, ଖୁବ ତାତ୍ତ୍ଵିକ... @wolc2024 @OdiaLanguage @SMEOdisha #OdiaBhasaSammilani
1
5
35
761
ଡ଼େରିରେ ହେଉ ପଛେ ଓଡିଆ ଜାତି ପୁଣି କିଛି ସମୟ ପାଇଁ ଜାଗ୍ରତ ହେଇ ଉଠିଲା ଭଳି ଲାଗୁଛି। ସବୁଆଡ଼େ ଖାଲି ଓଡ଼ିଆ ଭାଷା ଲିପିର ଚର୍ଚ୍ଚା! ଦେଶ ବିଦେଶରେ ଲୋକେ ଓଡ଼ିଆ ଭାଷା ବିଷୟରେ କଥା ହେଉଛନ୍ତି। ଓଡ଼ିଆ ଭାଷା ନିର୍ମାତା ମାନେ ଉପରୁ ଥାଇ ସ୍ମିତହାସ୍ୟ ତ ନିଶ୍ଚୟ କରିଥିବେ! #ଓଡ଼ିଆଭାଷାସମ୍ମିଳନୀ
86
ଏବେ ଓଡ଼ିଆ ଲୋକେ ବି “ଶୈଳେନ୍ଦ୍ର” କୁ “ଶୈଲେନ୍ଦ୍ର”, “ଭୋଳାନାଥ” କୁ “ଭୋଲାନାଥ୍” କହିଲେଣି। 'ଳ' କୁ 'ଲ' କହିଲେ ପରା COOL ଲାଗୁଛି। ଆଉ ଆଜିର ଆଧୁନିକ ଦୁନିଆରେ COOL-ପଣିଆ ରଖିବା ଅତ୍ୟନ୍ତ ଜରୁରୀ! ହେଲେ ଅସୁବିଧା ସେ C-ପଣିଆରେ ରହୁନି, ବରଂ ରହୁଛି ସମାଜର 'ଳ' ପ୍ରତି ତିରସ୍କାରରେ। 'ଲ' ରେ ଯେଉଁ ଇଜ୍ଜତ, ତାହା କଣ 'ଳ' ରେ ଅଛି?
85
Did you know Odia is one of the few Indian languages that don't shape gender? Example: "He/She was running." Hindi: Male - वह दौड़ रहा था (vah daud raha tha) Female- वह दौड़ रही थी (vah daud rahee thee) Odia: Both Male & Female- ସେ ଦୌଡୁଥିଲା (se daudu thila)
228
ଜୟ ଜଗନ୍ନାଥ 🚩 ଭାରତୀୟ ଶାସ୍ତ୍ରୀୟ ଭାଷା ଓଡିଆର ପ୍ରଚାର ଓ ପ୍ରସାର ପାଇଁ ଏହି ଟୁଇଟର ପେଜ ଟିକୁ ଗଠନ କଲୁ। ଆପଣମାନଙ୍କ ସହଯୋଗ ଆଶା କରୁଛୁ।
1
112