nitter
Logo
Sakala News
@SakalaNews

Official Twitter feed of Sakala News. FB: facebook.com/sakalanews/ TG: t.me/sakalanews IG : instagram.com/sakalanews/

Bhubaneswar
thesakala.in/
Joined November 2020
  • Tweets 54,444
  • Following 156
  • Followers 5,915
  • Likes 628
7,266 Photos and videos
  • Tweets
  • Tweets & Replies
  • Media
  • Articles
  • Search
Sakala News
@SakalaNews
8h
ଆବାସିକ ଛାତ୍ରୀ ନିବାସରେ ବଢ଼ୁଛି ନାବାଳିକା ଗର୍ଭବତୀ ସଂଖ୍ୟା: ଗଣଶିକ୍ଷା ମନ୍ତ୍ରୀ thesakala.in/latest-odisha-n… #MinorGirl #Pregnant #Residentialhostel #Odisha

ଆବାସିକ ଛାତ୍ରୀ ନିବାସରେ ବଢ଼ୁଛି ନାବାଳିକା ଗର୍ଭବତୀ ସଂଖ୍ୟା: ଗଣଶିକ୍ଷା ମନ୍ତ୍ରୀ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
87
Sakala News
@SakalaNews
9h
CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱରରେ CEO ଅଫିସ୍ ଘେରାଉ କଲା ରାଜ୍ୟ କଂଗ୍ରେସ thesakala.in/latest-odisha-n… #SIR #Irregularity #CEC #Resignation #OdishaCongress #Odisha

CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱରରେ CEO ଅଫିସ୍ ଘେରାଉ କଲା ରାଜ୍ୟ କଂଗ୍ରେସ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
57
Sakala News
@SakalaNews
10h
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍ thesakala.in/latest-odisha-n… #SaravanaVivekM #BhubaneswarDCP #Odisha

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
69
Sakala News
@SakalaNews
11h
ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ thesakala.in/latest-odisha-n… #PendingPension #October #NityanandaGond #Odisha

ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
73
Sakala News
@SakalaNews
11h
ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ ଫୁଲୁଛି ନଦୀ thesakala.in/latest-odisha-n… #HeavyRainfall #Depression #Alert #Odisha

ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ ଫୁଲୁଛି ନଦୀ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
78
Sakala News
@SakalaNews
12h
ପାର୍ବଣ ପୂର୍ବରୁ ରାଜଧାନୀରେ ହିଂସାକାଣ୍ଡ: ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ thesakala.in/latest-odisha-n… #Bhubaneswar #Odisha

ପାର୍ବଣ ପୂର୍ବରୁ ରାଜଧାନୀରେ ହିଂସାକାଣ୍ଡ: ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
89
Sakala News
@SakalaNews
13h
ଗିରଫ ପରେ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର thesakala.in/latest-odisha-n… #ArunBiswal #SujitRaul #Suspended #Odisha

ଗିରଫ ପରେ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
64
Sakala News
@SakalaNews
13h
ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେଲେ ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ: ଅଭିଜିତ ଡିପକେ thesakala.in/national-intern… #CJP #NationwideProtest #Resignation #CEC #GyaneshKumar #India

ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେଲେ ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ: ଅଭିଜିତ ଡିପକେ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
73
Sakala News
@SakalaNews
13h
ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ thesakala.in/latest-odisha-n… #OdishaBand #September30 #NavaNirmanaKrushakSangathan #TextbookError #Odisha

ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
73
Sakala News
@SakalaNews
13h
ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଫୁଲୁଛି ନଦୀ, ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍ thesakala.in/latest-odisha-n… #Flood #SouthOdisha #HeavyRainfall #Odisha

ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଫୁଲୁଛି ନଦୀ, ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
1
82
Sakala News
@SakalaNews
14h
ନିର୍ବାଚନ ଆୟୋଗଙ୍କ ଭିତରେ ମତଭେଦ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ thesakala.in/latest-odisha-n… #NaveenPatnaik #Demand #CECResignation #SIR #ElectionCommission #BJD #Odisha

ନିର୍ବାଚନ ଆୟୋଗଙ୍କ ଭିତରେ ମତଭେଦ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
18
57
80
174
Sakala News
@SakalaNews
14h
ଜୟପୁର ସରକାରୀ ଆର୍ଟ ବିଦ୍ୟାଳୟରେ ଅଗ୍ନିକାଣ୍ଡ: କମ୍ପ୍ୟୁଟର ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ thesakala.in/latest-odisha-n… #Koraput #Odisha

ଜୟପୁର ସରକାରୀ ଆର୍ଟ ବିଦ୍ୟାଳୟରେ ଅଗ୍ନିକାଣ୍ଡ: କମ୍ପ୍ୟୁଟର ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
71
Sakala News
@SakalaNews
15h
ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି: ବିପଦ ସଙ୍କେତ ଟପିଲା ବୈତରଣୀ ଓ ଜଳକା ନଦୀ, ଗଞ୍ଜାମରେ ବନ୍ୟା ଆଶଙ୍କା thesakala.in/latest-odisha-n… #HeavyRainfall #FloodThreat #Baitarani #JalakaRiver #Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି: ବିପଦ ସଙ୍କେତ ଟପିଲା ବୈତରଣୀ ଓ ଜଳକା ନଦୀ, ଗଞ୍ଜାମରେ ବନ୍ୟା ଆଶଙ୍କା

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
66
Sakala News
@SakalaNews
15h
ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ thesakala.in/latest-odisha-n… #Tiger #House #Thakurmunda #Mayurbhanj #Odisha

ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
77
Sakala News
@SakalaNews
15h
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା thesakala.in/latest-odisha-n… #DeepDepression #Depression #HeavyRainfall #WeatherUpdate #Odisha

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
1
71
Sakala News
@SakalaNews
15h
ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ thesakala.in/latest-odisha-n… #HeavyRainfall #Flood #Mayurbhanj #Odisha

ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
1
77
Sakala News
@SakalaNews
15h
ଏସୀୟ କ୍ରୀଡ଼ା ୨୦୨୬: ସୁଟିଂରେ ସୁରୁଚି-କମଲଜିତ୍‌ଙ୍କୁ ସ୍ୱର୍ଣ୍ଣ, ଟେବୁଲ୍ ଟେନିସ୍ ଓ ସ୍କ୍ୱାସ୍ ରେ ପଦକ ନିଶ୍ଚିତ thesakala.in/sports/asian-ga… #AsianGames2026 #Shooting #GoldMedal #SuruchiSingh #India

ଏସୀୟ କ୍ରୀଡ଼ା ୨୦୨୬: ସୁଟିଂରେ ସୁରୁଚି-କମଲଜିତ୍‌ଙ୍କୁ ସ୍ୱର୍ଣ୍ଣ, ଟେବୁଲ୍ ଟେନିସ୍ ଓ ସ୍କ୍ୱାସ୍ ରେ ପଦକ ନିଶ୍ଚିତ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
87
Sakala News
@SakalaNews
16h
Friday Horoscope: ଶୁକ୍ରବାର ରାଶିଫଳ (୨୫-୦୯-୨୦୨୬) thesakala.in/horoscope/frida… #Horoscope #FridayHoroscope #Rashiphala

Friday Horoscope: ଶୁକ୍ରବାର ରାଶିଫଳ (୨୫-୦୯-୨୦୨୬)

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
54
Sakala News
@SakalaNews
Sep 24
ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡୁନାହିଁ କୌଣସି ଅନ୍ତର୍ଜାତୀୟ ବିମାନ, କମିଛି ଘରୋଇ ଉଡ଼ାଣ ସଂଖ୍ୟା thesakala.in/latest-odisha-n… #BhubaneswarAirport #NoInternationalFlight #Odisha

ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡୁନାହିଁ କୌଣସି ଅନ୍ତର୍ଜାତୀୟ ବିମାନ, କମିଛି ଘରୋଇ ଉଡ଼ାଣ ସଂଖ୍ୟା

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
1
87
Sakala News
@SakalaNews
Sep 24
ଶିମିଳିପାଳରେ AI କ୍ୟାମେରାରେ ଧରାପଡ଼ିଲେ ୨ ସଶସ୍ତ୍ର ଶିକାରୀ, ବନ୍ଧୁକ ଓ ବିସ୍ଫୋରକ ଜବତ thesakala.in/latest-odisha-n… #Similipal #Mayurbahnj #Odisha

ଶିମିଳିପାଳରେ AI କ୍ୟାମେରାରେ ଧରାପଡ଼ିଲେ ୨ ସଶସ୍ତ୍ର ଶିକାରୀ, ବନ୍ଧୁକ ଓ ବିସ୍ଫୋରକ ଜବତ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

thesakala.in
1
127
Load more