political organisation,ex-BSF personal ,Belongs to freedom fighter family,MA in political science ,PCC MEMBER ODISHA,AICC MEMBER NEW DELHI,INDIA.

Jajapur, ODISHA,India
Join me in our journey of creating a Viksit Bharat. Your efforts can make a difference. Click to contribute now n-m4.in/LT76
179
ଆଜି ଯାଜପୁର ବ୍ଲକ ପଣସାପଞ୍ଚାୟତର ଶହ ଶହ ମା ମାନଙ୍କ ଭଲପାଇବା ଓ ଆଶ୍ରିବାଦମିଳିଲା ଆଗାମୀ ଦିନରେତାହା ନିଶ୍ଚିତ ପ୍ରତିଫଳିତହେବ କଥାରେଅଛି ମହାଭାରତରେ ଅର୍ଜୁନଙ୍କ ରଥରେ ସାରଥୀଥିଲେ କୃଷ୍ଣ ଠିକସେହିଭଳି ଏ କଳିଯୁଗରେ ବିଶ୍ୱାସଘାତକଙ୍କ ନାଶ ପାଇଁ ଯାଜପୁର ନିର୍ବାଚନମଣ୍ଡଳୀର ଶହ ଶହ ଜନତାଙ୍କ ରଥର ସାରଥୀ ସାଜିଛନ୍ତି ଯୁବନେତା ପୁଲିନ ପୁହାଣ
4
150
ଓଡିଶା କୃଷକ ବିକାଶ ମଞ୍ଚ ଯାଜପୁର ନିର୍ବାଚନ ମଣ୍ଡଳୀ ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଯାଜପୁର ବ୍ଲକ କାର୍ଯ୍ୟକାରିଣୀ କମିଟି ଗଠନକରାଗଲା ଏଥିରେ ମୁଖ୍ୟଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ଯୁବନେତା ପୁଲିନ ପୁହାଣଙ୍କ ନେତୃତ୍ୱରେ ସଂଗଠନ ମଜବୁତ ହେବା ସହିତ ଚାଷୀ ଭାଇ ମାନଙ୍କ ହକ ପାଇଁ ଲଢେଇ ତିବ୍ରତର ରୂପ ନେବ
3
107
ଆଜି ଓଡିଶା କୃଷକ ବିକାଶ ମଞ୍ଚ ଆହ୍ୱାନରେ ଦଶରଥପୁର ବ୍ଲକ କୃଷକ ମଞ୍ଚ ପକ୍ଷରୁ ବ୍ଲକ କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା ଏଥିରେ ମୁଖ୍ୟତିଥି ଭାବରେ ଯୋଗଦେଇ ଯୁବନେତା ପୁଲିନ ଆଗାମୀ ଦିନରେ ୱାର୍ଡ଼ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସଂଗଠନ ମଜବୁତ ହେବା ସହିତ କୃଷକ ଭାଇ ମାନଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ତୀବ୍ରତର ରୂପ ନେବ.
1
5
110
ଆଜି ସମଗ୍ର ଯାଜପୁର ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ଯାହା ଜିଲ୍ଲା ପ୍ରଶାସନ ଏବଂନେତା ମନ୍ତ୍ରୀ କରି ପାରିଲେ ନାହିଁ ତାହା ଆଜି ଯାଜପୁର ଜିଲ୍ଲାର କିନ୍ନର ମାନେ ଘର ଘର ବୁଲି ଭିକ୍ୟା ଆଦାୟ କରି ଏବଂ ନିଜ ଯେଉଁ ଧନ ସଂଞ୍ଚୟ କରିଥିଲେ ସେଥିରେ ଆଜି ଏକ ବେସାହାରା ଅନାଥ ଝିଅର ବିବାହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିବାରେ ସଫଳ ହୋଇଛନ୍ତି
2
1
79
ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୁହା ମହାକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ,ଓଡିଶା କୃଷକ ବିକାଶ ମଞ୍ଚ ତରଫରୁ ପୁଲିନ ପୁହାଣଙ୍କ କାର୍ଯ୍ୟକରିବାର ଶୈଳୀ ଏବଂ ସାଙ୍ଗଠନିକ ଦକ୍ଷତାରେ ଅନୁପ୍ରାଣିତ ହୋଇ ସମସ୍ତ କରି ସମ୍ବର୍ଦ୍ଧନା କରିଥିଲେ ଏବଂ ଆଗାମୀ ଦିନରେ କୃଷକ ମାନଙ୍କ ହକ ପାଇଁ ଲଢେଇ କରିବେ ବୋଲି ପୁଲିନ ପୁହାଣ ଆହ୍ୱାନ ଦେଇଛନ୍ତି
1
5
127
ସତ୍ୟପଥର ସଂଘର୍ଷରତ ଟାଣୁଆ ଯୁବନେତା ଯାଜପୁର ମାଟିର ଲଢୁଆ ପୁଅ ପୁଲିନ ପୁହାଣ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ଗୋପାଳପୁର ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ଲୋକଙ୍କ ସମସ୍ୟା ସମାଧାନ କରିବା ସହିତ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତହୋଇ ବିଜେଡି ଦଳର ୫ ଟି ୱାର୍ଡ଼ମେମ୍ବର ସମେତ ଅନେକ କର୍ମୀ ଦଳ ଛାଡି ପୁଲିନ ସେନାରେ ଯୋଗଦାନ କଲେ
1
3
53
ଚୌଦିଗେ ଶୁଭେ ବିଜୟର ସ୍ୱର ପୁଲିନ ପୁହାଣ ନିଶ୍ଚୟ ଏଥର ...ଯାଜପୁର ନିର୍ବାଚନ ମଣ୍ଡଳୀର ଶହ ଶହ ଯୁବକଙ୍କ ସାହସ ବିରୋଧଙ୍କୁ କରୁଛି ବେହୋସ ଯାଜପୁର ନିର୍ବାଚନ ମଣ୍ଡଳୀର ବିଶ୍ୱାସ ସଶକ୍ତ ଯୁବ ଶକ୍ତିଙ୍କ ନିଶ୍ୱାସ ଯାଜପୁର ମାଟିର ଲଢୁଆ ଯୁବନେତା ପୁଲିନ ପ୍ରକାଶ.ଆଜି ଦଶରଥପୁର ବ୍ଲକ ବିରଜାପୁର ପଞ୍ଚାୟତରେ ,
1
3
78
ଯାଜପୁର ନିର୍ବାଚନ ମଣ୍ଡଳୀରେ ପୁଲିନ ଭାଇଙ୍କ ସଂଗଠନ ତୀବ୍ରତାର ହେବାରେ ଲାଗିଛି ଆସନ୍ତୁ ପୁଲିନ ଭାଇ ଙ୍କ ନେତୃତ୍ୱରେ ସମସ୍ତ ଯୁବକ ମାନେ ଏକତ୍ରିତ ହୋଇ ନୂଆକରି ଗଢିବା ଜବରଦସ୍ତ ଲଢ଼ିବା ଆଜି ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତରେ ଏକ ସାଙ୍ଗଠନିକ ବୈଠକରେ ଯୋଗଦେଇ 2024 ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଲେ .
2
60
ଯାଜପୁର ନିର୍ବାଚନ ମଣ୍ଡଳୀ, ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତରେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ଶ୍ରୀଧର ଯେନା ଙ୍କ ଅକାଳ ବିୟୋଗ ଖବର ପାଇ ପହଞ୍ଚିଥିଲେ,ଶୋକ ସନ୍ତପ ପରିବାର ପ୍ରତି ଧର୍ଯ୍ୟ ଏବଂ ସାହସ ଦେବାସହ ସମବେଦନା ଜଣାଇଥିଲେ ଯାଜପୁରର ଯୁବ ନେତା ପୁଲିନ ପୁହାଣ 🙏🙏🙏
1
3
53
ଯାଜପୁର ନିର୍ବାଚନ ମଣ୍ଡଳୀ, ଦଶରଥପୁର ବ୍ଲକ ଅନ୍ତର୍ଗତ ବିରଜାପୁର ପଞ୍ଚାୟତ,ବିନ୍ଧାଣି ସାହି ଗ୍ରାମରେ ଅନୁଷ୍ଠିତ ବାର୍ଷିକ ସପ୍ତା ଉତ୍ସବରେ ଆଜି ଯୋଗଦେଲେ ଯାଜପୁରର ଯୁବ ନେତା ପୁଲିନ ପୁହାଣ....ଏବଂ ଗ୍ରାମ ବାସି ଙ୍କ ସୁଖ ଓ ସମୃଦ୍ଧି ର ବିକାଶ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ. 🙏🙏
3
56
ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ 1.ନମ୍ବର ୱାର୍ଡ ଆଜି ଆୟୋଜିତ କର୍ମୀ ସମିଳନୀରେ ଯୋଗ ଦେଲେ ଯାଜପୁରର ଯୁବ ନେତା ପୁଲିନ ପ୍ରକାଶ ପୁହାଣ ପଞ୍ଚାୟତର କିଛି ବରିଷ୍ଠ ବ୍ୟକ୍ତିଙ୍କ ସହିତ ଗ୍ରାମର ଗୁରୁଜନ ଓ ମାଆ, ମାଉସୀ ଏବଂ ଭାଇ ଭଉଣୀ ମାନଙ୍କ ଏକତ୍ରିତ କରି ଆଗଧାଡିର କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ
4
56
ଯାଜପୁର ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ, ଚଇନି ପୁର ପଞ୍ଚାୟତ ମକେଇପୁର ଗ୍ରାମରେ ଆଜି ଆୟୋଜିତ କର୍ମୀ ସମିଳନୀରେ ଯୋଗ ଦେଲେ ଯାଜପୁରର ଯୁବନେତା ପୁଲିନ ପୁହାଣ I 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ସଂଗଠନ ମଜବୁତ କରିବାକୁ ଆହ୍ୱାନ ଦେଲେ ଏବଂ ପଞ୍ଚାୟତର ମା ମାନଙ୍କ ର ଓ ଗୁରୁଜନ ମାନଙ୍କ ଆଶ୍ରିବାଦ ଲାଭ କରିଥିଲେ
4
44
ରାଜନୀତିରେ ସଦା ସର୍ବଦା ଲୋକଙ୍କ ବିଶ୍ୱାସ ଏବଂ ସ୍ୱାଭିମାନ କଥା ସବୁବେଳେ ଚିନ୍ତାକରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବନେତା ଭାବେ ସେ ପରିଚିତ ଯାଜପୁର ମାଟିର ଲଢୁଆ ଯୁବନେତା ପୁଲିନ ପ୍ରକାଶ ପୁହାଣ ଆଜି ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ,ବନ୍ଧସାହି ରେ
6
40
ଯାଜପୁର ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ, ବାସୁଦେବ ପୁର ପଞ୍ଚାୟତରେ ଆଜି ଆୟୋଜିତ କର୍ମୀ ସମିଳନୀରେ ଯୋଗଦେଲେ ଯାଜପୁରର ଯୁବ ନେତା ପୁଲିନ ପୁହାଣ I ଆଗଧାଡିର କର୍ମୀ ମାନଙ୍କ ସହିତ ସାଙ୍ଗଠନିକ ବୈଠକ ରେ ଯୋଗଦେଇ 2024 ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହିତ ୱାର୍ଡ଼ ସ୍ତରରୁ ସଂଗଠନ ମଜବୁତ କରିବାକୁ ଆହ୍ୱାନ ଦେଲେ
2
32
ନେତା ହବତ ପୁଲିନ ଭାଇଙ୍କ ପରି ନା ଅଛି ଗର୍ବ ଅହଂକାର ନା ଅଛି ଲୋଭ ମାୟା କେବଳ ଯାଜପୁର ବାସୀଙ୍କ ସ୍ୱାଭିମାନ ପାଈଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇ ଦିନ ରାତି ଏକ କରି ଲଢେଇ ଜାରିରଖିଥିବା ଯାଜପୁର ନିର୍ବାଚନ ମଣ୍ଡଳୀର ଲଢୁଆ ଯୁବନେତା ପୁଲିନ ପ୍ରକାଶ ପୁହାଣ .
4
38
ସଂଗଠନ କୁ ଆହୁରି ସକ୍ରିୟ କରିବା ପାଇଁ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ, ଦଶରଥପୁର ବ୍ଲକ ବାଳଦା ଗ୍ରାମରେ କର୍ମୀସମିଳନୀରେ ପଞ୍ଚାୟତ ର ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସହ ଯୋଗ ଦେଲେ ଯାଜପୁର ଯୁବନେତା ପୁଲିନ ପୁହାଣ 2024 ସାଧାରଣ ନିର୍ବାଚନ ରେ ଶାସକ ଦଳର ବିଧାୟକ ଙ୍କୁ ଚେକ୍ ଦେବାପାଇଁ ପ୍ରସ୍ତୁତି ହେଲା ରଣନୀତି .
6
33
ଯାଜପୁର ନିର୍ବାଚନ ମଣ୍ଡଳୀର ତଳିହାପଂଚାୟତ (01) ୱର୍ଡରେ ଆଜି ଯୁବନେତା ପୁଲିନ ପୁହାଣଙ୍କ ସମର୍ଥିତ ପାର୍ଥି ପ୍ରଭାସ କୁମାର ସ୍ୱାଇଁ ନିର୍ଦ୍ବନ୍ଦରେ ୱାର୍ଡ ସଭ୍ୟ ନିର୍ବାଚିତ ହେଲେ ଅନ୍ୟ ପକ୍ଷ୍ୟ ବିଜେଡି ଦଳ ପାର୍ଥି ଦେଈ ପାରି ନଥିଲେ ,ରାଜନୀତି ଠାରୁ ଜନତା ସେବା ଗୁରୁତ୍ୱ ଦେଉଥିବା ପୁଲିନ ପୁହାଣ ପାଇଁ ଏହା ସାଧାରଣ ନିର୍ବାଚନ ପାଇଁ ଖୋରାକ
6
41