ଓଡ଼ିଶାରେ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପର ପ୍ରଥମ ପରାମର୍ଶ କର୍ମଶାଳା ଅନୁଷ୍ଠିତ।କୃଷି,ଉଦ୍ୟାନ କୃଷି,ମତ୍ସ୍ୟ ଓ ଦୁଗ୍ଧ କ୍ଷେତ୍ରରେ ‘ଉତ୍ପାଦନରୁ ବଜାର’ ପର୍ଯ୍ୟନ୍ତ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରି କୃଷକଙ୍କ ଆୟ ଓ ଗ୍ରାମୀଣ ଅର୍ଥନୀତିର ପ୍ରଗତିକୁ ଗୁରୁତ୍ୱ।ପୁରୀ ଓ ଗଞ୍ଜାମରେ ପାଇଲଟ୍ କ୍ଲଷ୍ଟର ଆରମ୍ଭ ନେଇ ଆଲୋଚନା।

Sep 24, 2026 · 1:09 PM UTC

4
55
4,149
କୃଷକଙ୍କ ଆୟ ବୃଦ୍ଧି, ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ଓ ସ୍ଥାନୀୟ ସମ୍ପଦର ସର୍ବାଧିକ ଉପଯୋଗକୁ ଗୁରୁତ୍ୱ । ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ସମବାୟ, କୃଷକ ଉତ୍ପାଦକ ସଂଗଠନ, ଗବେଷଣା ଓ ଆର୍ଥିକ ସଂସ୍ଥା ଏବଂ ବେସରକାରୀ କ୍ଷେତ୍ରର ସମନ୍ୱିତ ପ୍ରୟାସ ମାଧ୍ୟମରେ ‘ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ’ର ଲକ୍ଷ୍ୟକୁ ଆହୁରି ଗତିଶୀଳ କରିବ ।
3
5
427
ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍. ମହେନ୍ଦ୍ର ଦେବ, ମୁଖ୍ୟ ସଚିବ,ଓଡ଼ିଶା @_anugarg , ନୀତି ଆୟୋଗର ବରିଷ୍ଠ ଅଧିକାରୀ ବୃନ୍ଦ, @IFPRI ଗବେଷକଙ୍କ ସହ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
1
3
196
Sort replies: Relevant Recent Liked
Replying to @SecyChief
Can we give plain land in remote accessible area to mil man and cows for production of more milk to seal the duplicate poisonous paneer and milk products in odisha Government will collect the milk from them 🙏
14