ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬ ପୂର୍ବରୁ ଯାଜପୁରରେ ପ୍ରୋମୋ ରନ୍! 🏃♀️
ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁରରେ ଜିଲ୍ଲାସ୍ତରୀୟ ‘ପ୍ରମୋ ରନ୍’ ଆୟୋଜିତ ହୋଇଛି। ମାନ୍ୟବର ଲୋକସଭା ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ।
2
1
7
1,066
କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଏବଂ ଯାଜପୁରର ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହନ ଦେବାର ବାର୍ତ୍ତା ନେଇ ଆୟୋଜିତ ଏହି ପ୍ରମୋ ରନ୍ରେ କୁନି ପିଲାଙ୍କଠାରୁ ବୟୋଜ୍ୟେଷ୍ଠ ଧାବକ ଓ ଧାବିକାଙ୍କ ପର୍ଯ୍ୟନ୍ତ ବହୁ ସଂଖ୍ୟକ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
2
1
3
118
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, ଯାଜପୁର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ଧାବକ ଓ ଧାବିକା ଏଥିରେ ଯୋଗ ଦେଇଥିଲେ।
#PuriCoastalMarathon2026 #PromoRun #WorldTourismDay #Jajpur #Odisha
Sep 27, 2026 · 12:12 PM UTC
1
1
49














