ଆଗୁଆ ସୂଚନା ଓ ପୂର୍ବପ୍ରସ୍ତୁତିକୁ ମିଳିବ ଅଧିକ ଶକ୍ତି। ସମ୍ବଲପୁର ଠାରେ ଲୋକାର୍ପିତ 'ମେକ୍ ଇନ୍ ଇଣ୍ଡିଆ' ଡପ୍‌ଲର ରାଡାର୍ ପାଣିପାଗ ଉପରେ ରଖିବ ନଜର। ୧୩ଟି ଜିଲ୍ଲାର ପାଣିପାଗ ସମ୍ପର୍କରେ ତଥ୍ୟ ଯୋଗାଇବା ସହ ବିଦ୍ୟୁତ, ଶିଳ୍ପ, ପରିବହନ ଓ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନେବାରେ ବେଶ୍ ସହାୟକ ହେବ। #DopplerWeatherRadar #WeatherForecast #DisasterManagement #MakeInIndia #Sambalpur #Odisha @CMO_Odisha @IPR_Odisha @mcbbsr @Indiametdept

Sep 21, 2026 · 7:26 AM UTC

3
1
27
2,675
Sort replies: Relevant Recent Liked
Replying to @rdmodisha
ଏହା ଲୋକାର୍ପିତ ହେବା ପରଠାରୁ ୧୭ ତାରିଖ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରିଛି ଏହା ପରେ ଏହା ଅକାମି । ଗୋପାଳପୁର ୧.୫ ହେଲା ଅକାମି ହୋଇ ପଡ଼ି ରହିଛି।
5
Replying to @rdmodisha
ଭଲ ହେବ
2