Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର

Bhubaneswar,Odisha
Revenue & DM Department, Government of Odisha retweeted
ରାଜ୍ୟର ଯୁବପିଢ଼ିଙ୍କ ଆକାଂକ୍ଷାକୁ ସାକାର କରିବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୪ଟି ପ୍ରମୁଖ ବିଭାଗର ୧,୧୦୧ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ✅ସ୍ୱାସ୍ଥ୍ୟ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସମେତ OAS (୩୦), ORS (୪୨), OFS (୪୬), OTAS (୬୦) ଏବଂ ସମବାୟ ସେବା (୧୭) ଅଧୀନରେ ସମୁଦାୟ ୧,୧୦୧ ଜଣ ନୂତନ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ✅ସରକାର ଗଠନର ମାତ୍ର ୨୭ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ଜରିଆରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ସାମିଲ କରାଯାଇସାରିଛି। ✅ନିଜକୁ ଶାସକ ନ ଭାବି ‘ଜନସେବକ’ ମନେକରି କାର୍ଯ୍ୟ କରିବା ସହ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଲାଗି ‘ଜନ ଶୁଣାଣି’କୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ‘ପଞ୍ଚସୂତ୍ରୀ’ ମନ୍ତ୍ର ଦେଇଛନ୍ତି। ଏହି ଅବସରରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଆରମ୍ଭ କରି ଯୁବବର୍ଗଙ୍କ ପାଇଁ ବୟସ-ଭିତ୍ତିକ ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’ ପୁସ୍ତିକା ଉନ୍ମୋଚିତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ବିଭାଗର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପୁସ୍ତିକା ରାଜ୍ୟର ଯୁବପିଢ଼ିଙ୍କୁ ମାନସିକ ସ୍ତରରେ ସୁଦୃଢ଼ କରିବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ।
8
7
42
8,051
Revenue & DM Department, Government of Odisha retweeted
A 29-year-old pregnant woman from Village–Ghatachura, GP–Binjli, Block–Kosagumuda, District–Nabarangpur was provided necessary assistance and support by the ODRAF team to ensure her safety and well-being.@CMO_Odisha @SecyChief @HFWOdisha @IPR_Odisha
1
2
1,289
ରାଜ୍ୟର ପ୍ରଶାସନିକ ଓ ରାଜସ୍ୱ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ନବନିଯୁକ୍ତ ୩୦ ଜଣ ଓଡ଼ିଶା ପ୍ରଶାସନିକ ସେବା (OAS) ଏବଂ ୪୨ ଜଣ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ଲୋକସେବାରେ ଯୋଗଦେଇଛନ୍ତି। ଭୁବନେଶ୍ୱରରେ କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ନବନିଯୁକ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିବା ବେଳେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ @sureshkpujari ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀମାନଙ୍କୁ ଜନସେବା ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଅର୍ଥ, ସମବାୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ମଧ୍ଯ ନବନିଯୁକ୍ତ ଅଧିକାରୀମାନେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ l ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସ୍ୱଚ୍ଛ ଓ ଦାୟିତ୍ୱସଂପନ୍ନ କରିବା ଦିଗରେ ନବନିଯୁକ୍ତ ORS ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଜନସାଧାରଣଙ୍କ ସେବାକୁ ପ୍ରାଥମିକତା ଦେବା, ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା ଏବଂ ତୃଣମୂଳ ସ୍ତରରେ ସ୍ୱଚ୍ଛ ଓ ଦକ୍ଷ ସେବା ସୁନିଶ୍ଚିତ କରିବା ପାଇଁ ନୂତନ ଅଧିକାରୀମାନେ ସଂକଳ୍ପବଦ୍ଧ ହୋଇ ଅଗ୍ରସର ହେବେ ; ଅତିଥିମାନେ ନବନିଯୁକ୍ତ ଅଧିକାରୀଙ୍କୁ ଏପରି ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲେ। ନୂଆ ଦାୟିତ୍ୱ, ନୂଆ ସଂକଳ୍ପ ; ଲୋକଙ୍କ ସେବାରେ ରାଜସ୍ୱ ପ୍ରଶାସନ। #NijuktiMela #RevenueDepartment #OAS #ORS #Odisha @CMO_Odisha @IPR_Odisha
11
334
Revenue & DM Department, Government of Odisha retweeted
ODRAF Unit , Koraput, is engaged in evacuation operation at lengiaguda, Alpadar, Kataguda, Churagaon of Binjili Panchayat under Kosagumuda Block.@CMO_Odisha @SecyChief @rdmodisha @IPR_Odisha
4
5
1,879
କଳାହାଣ୍ଡିରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସ୍ଥିତି ନିରୀକ୍ଷଣ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା ରାଜସ୍ୱ ବିଭାଗର ଯୁଗ୍ମ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ ଗୋଲାମୁଣ୍ଡା ବ୍ଲକର ବର୍ଷା ପ୍ରଭାବିତ ଓ ବିପଦସଙ୍କୁଳ ଅଞ୍ଚଳ ଗସ୍ତ କରି କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେଲ ନଦୀ ନିକଟବର୍ତ୍ତୀ ଅଞ୍ଚଳର ୧୫ଟି ପରିବାରକୁ ସୁରକ୍ଷିତ ଭାବେ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଜଳ ପ୍ରବାହିତ ହେଉଥିବା ୩ଟି ସ୍ଥାନରେ ଯାତାୟାତକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ୍ ସହଯୋଗରେ ରାସ୍ତାରେ ଯାତାୟାତ ନିୟନ୍ତ୍ରଣ କରାଯାଇଛି। ଜିଲ୍ଲାରେ ୧୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧,୦୧୨ ଜଣଙ୍କ ପାଇଁ ଆଶ୍ରୟ ଓ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଗସ୍ତ ସମୟରେ ଏକ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ ଥିବା ଦେଖାଯାଇଛି। ବର୍ଷାର ତୀବ୍ରତା ଧୀରେ ଧୀରେ କମୁଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଲୋକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ସୁନିଶ୍ଚିତ କରାଯାଉଛି। #Odisha #RDMOdisha #DeepDepression #DisasterManagement #ZeroCasualty @CMO_Odisha @IPR_Odisha @SRC_Odisha @DmKalahandi
20
3,420
Revenue & DM Department, Government of Odisha retweeted
To ensure proper food, drinking water, health care facilities are being provided. #Floodrelief #Kosagumuda
1
1
147
Revenue & DM Department, Government of Odisha retweeted
🌊 The Collector along with SP visited the flood-affected of Kosagumuda Block areas to review the situation and inspect on-ground arrangements. During the visit, interacted directly with evacuated residents at the relief shelters.. (1/2) @CMO_Odisha @SRC_Odisha @IPR_Odisha
1
1
4
699
Revenue & DM Department, Government of Odisha retweeted
ଆଜି କଳାହାଣ୍ଡି ଜିଲ୍ଲାର ୪ଗୋଟି ବ୍ଲକ୍ ଅନ୍ତର୍ଗତ ୧୦ଟି ବନ୍ୟା ପ୍ରଭାବିତ ଗ୍ରାମର ୧୦୧୨ ଜଣଙ୍କୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନୀୟ ବ୍ଲକ ପ୍ରଶାସନ ଦ୍ୱାରା ଗରମ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରାଯାଇଥିଲା ।
3
14
1,321
ନବରଙ୍ଗପୁର ଜିଲ୍ଲାରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରରେ ପହଞ୍ଚି ବର୍ତ୍ତମାନ ସ୍ଥିତିର ଅନୁଧ୍ୟାନ ଓ ସମୀକ୍ଷା କରିବା ସହ ଆବଶ୍ୟକ ସହଯୋଗ ଓ ସମନ୍ୱୟ ନିଶ୍ଚିତ କରୁଛନ୍ତି। ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। #Odisha #RDMOdisha #DeepDepression #DisasterManagement #ZeroCasualty @CMO_Odisha @IPR_Odisha @SRC_Odisha @DMnabarangpur
1
11
1,709
Revenue & DM Department, Government of Odisha retweeted
Every young aspirant carries a dream, and every dream deserves an opportunity. At today’s Nijukti Mela, I will distribute appointment letters to 1,100+ young aspirants, marking the beginning of a new professional journey. I extend my best wishes to all as they step forward to serve and contribute to the growth of Odisha. #NijuktiMela
5
26
40
8,378
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ କୋଟପାଡ଼ରେ ସ୍ଥିତି ନିରୀକ୍ଷଣ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କୋରାପୁଟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିୟୋଜିତ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ କୋଟପାଡର ମାନ୍ୟବର ବିଧାୟକ ଶ୍ରୀ ରୁପୁ ଭତ୍ରାଙ୍କ ସହ କୋଟପାଡ଼ ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କଲ୍ୟାଣ ମଣ୍ଡପସ୍ଥିତ ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଅଧିକାରୀଙ୍କ ସହ ରିଲିଫ୍ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ବିଚ୍ଛିନ୍ନ ହୋଇଥିବା ଗ୍ରାମଗୁଡ଼ିକରେ ODRAF ପକ୍ଷରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ମା’ ଗୃହ ପରିଦର୍ଶନ କରି ଗର୍ଭବତୀ ମା’ମାନଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ପ୍ରାୟ ୩୦୧ ଜଣ ଗର୍ଭବତୀ ମା’ଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୬୫ ଜଣଙ୍କର ପ୍ରସବ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। ଇନ୍ଦ୍ରାବତୀର ୪ଟି ଗେଟ୍ ଖୋଲାଯିବା ଫଳରେ ଜଳସ୍ତର ବୃଦ୍ଧି ପାଇଥିଲା। ପରେ ୨ଟି ଗେଟ୍ ବନ୍ଦ କରାଯାଇଛି। ବର୍ଷା ମଧ୍ୟ ଥମିଥିବାରୁ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଛି। ପରିସ୍ଥିତି ଉପରେ ପ୍ରଶାସନର ନିରନ୍ତର ନଜର ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ସ୍ଥିତିର ତଦାରଖ କରି ଜନସାଧାରଣଙ୍କ ସେବା ଏବଂ ସୁବିଧା ସୁନିଶ୍ଚିତ କରୁଛନ୍ତି l #Odisha #RDMOdisha #DeepDepression #DisasterManagement #ZeroCasualty @CMO_Odisha @IPR_Odisha @SRC_Odisha @dmkoraput
1
1
29
3,190
Revenue & DM Department, Government of Odisha retweeted
କୋରାପୁଟରେ ମୁତୟନ ODRAF ଟିମ୍‌ର ତ୍ୱରିତ ଉଦ୍ଧାର ଅଭିଯାନ। ଏପର୍ଯ୍ୟନ୍ତ ୧୦୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି କୋଟପାଡ ବ୍ଲକର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। @CMO_Odisha @SecyChief @rdmodisha @IPR_Odisha
1
12
2,659
Revenue & DM Department, Government of Odisha retweeted
3 sub teams of ODRAF , Koraput are conducting a night SAR operation under Kotpad Block to assist villagers in a waterlogged area.@CMO_Odisha @SecyChief @rdmodisha @IPR_Odisha
1
13
1,752
Revenue & DM Department, Government of Odisha retweeted
ODRAF team conducted night rescue operations at Jogniguda and Bhotiguda under Kosagumuda Block, successfully rescuing affected people.@CMO_Odisha @SecyChief @rdmodisha @IPR_Odisha
1
8
4,221
Revenue & DM Department, Government of Odisha retweeted
Polythene sheets being distributed to people affected by heavy rainfall in Mathili Tahasil of Malkangiri District, ensuring timely support to affected families @CMO_Odisha @SecyChief @rdmodisha @IPR_Odisha
1
3
1,905
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି; ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ପ୍ରଶାସନ ଗଭୀର ଅବପାତର ପ୍ରଭାବରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ, ପ୍ରତିକ୍ରିୟାଶୀଳ ବାହିନୀ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ସଜାଗ ରହିବା ସହ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ନିରୀକ୍ଷଣ, ଆବଶ୍ୟକସ୍ଥଳେ ତୁରନ୍ତ ପ୍ରତିକ୍ରିୟା ଓ ପୁନରୁଦ୍ଧାର ପାଇଁ ଟିମ୍‌ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି। ଜିରୋ କାଜୁଆଲଟି ଲକ୍ଷ୍ୟ ସହ ଓଡ଼ିଶା ସମ୍ପୂର୍ଣ୍ଣ ସଜାଗ। #Odisha #RDMOdisha #DeepDepression #DisasterManagement #ZeroCasualty
2
1
19
4,076
Revenue & DM Department, Government of Odisha retweeted
ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଲୋବରସିଂହ ଗ୍ରାମପଞ୍ଚାୟତର ଘାଇସାହି ଗ୍ରାମବାସୀଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଅବଗତ ହେଲେ ଅତିରିକ୍ତ ଶାସନ ସଚିବ @CMO_Odisha @SecyChief @rdmodisha @IPR_Odisha
2
4
1,410
Revenue & DM Department, Government of Odisha retweeted
ମୋହନା ବ୍ଲକ୍‌ର ଚାନ୍ଦିପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ କପୁରିପାଟା ଅଙ୍ଗନବାଡ଼ି କେନ୍ଦ୍ରସ୍ଥିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥାନାନ୍ତରିତ ଲୋକଙ୍କ ସୁସ୍ଥତା ସମ୍ପର୍କରେ ପଚାରି ବୁଝିଲେ ଅତିରିକ୍ତ ଶାସନ ସଚିବ @CMO_Odisha @SecyChief @rdmodisha @IPR_Odisha
1
2
1,699
Revenue & DM Department, Government of Odisha retweeted
8
35
17,491